Ahalya Dake Aa Audiobook By ନିବାରଣ ଜେନା cover art

Ahalya Dake Aa

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Ahalya Dake Aa

By: ନିବାରଣ ଜେନା
Narrated by: ବିକ୍ରମ କେଶରୀ ଜେନା
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $6.27

Buy for $6.27

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ସମୟ ଓ ସମାଜର ନିଚ୍ଛକ ସତକଥାର ନିର୍ଭୀକ ଗାଳ୍ପିକ ନିବାରଣ ଜେନା। ତାଙ୍କ ଗଳ୍ପ, ଉପନ୍ୟାସରେ ମାଟି ପାଣି ପବନ ପ୍ରତି ଯେତିକି ମମତ୍ୱ, ସମାଜର ଅଂଧାରୀ ଦିଗକୁ ଦର୍ଶାଇବାରେ ସେତିକି ଅଙ୍ଗୀକାରବଦ୍ଧତା ତାଙ୍କୁ କଥାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଚି। ଏହି ଉପନ୍ୟାସଟିରେ ଶିକ୍ଷିତ ସମାଜରେ ଘଟୁଥିବା କିଛି ଅକଥା, ଅଘଟଣ, ଅବୈଧ ସଂପର୍କକୁ ଲେଖକ ଚିତ୍ରିତ କରିଛନ୍ତିି। ଜଣେ ସରଳା ଝିଅକୁ ଚାକିରି ଦେଇ କେମିତି ପ୍ରତାରିତ କରାଯାଇଛି ଓ ନାରୀ ଅବଳା, ଦୁର୍ବଳା ନୁହଁ, ସେ ବି ପ୍ରତିଶୋଧ ନେଇପାରେ - ତାହା କୁହାଯାଇଛି।©2021 Storyside IN (P)2021 Storyside IN African American Mystery
No reviews yet