Ardhangini Audiobook By ସଦାନନ୍ଦ ତ୍ରିପାଠୀ cover art

Ardhangini

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Ardhangini

By: ସଦାନନ୍ଦ ତ୍ରିପାଠୀ
Narrated by: କରୁଣାକର
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $12.54

Buy for $12.54

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ସେ କଥା କହନ୍ତି ଯେପରି, ଲେଖନ୍ତି ବି ସେହିପରି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହୁଥିବା କାହାଣୀର ପରିପାର୍ଶ୍ଵ ସହ ଆକ୍ଷରିକ ଭାବେ ନିଜକୁ ସାମିଲ୍‍ କରିଥାନ୍ତି। ତେଣୁ ତାଙ୍କର ଅନୁଭୂତି, ଉପଲବ୍ଧି ଓ ଅନ୍ତର୍ଦୃଷ୍ଟି ଯେତେବେଳେ ଗଳ୍ପରେ ରୂପାୟିତ ହୁଏ, ତାହା ପାଠକକୁ ଆଶାତୀତ ସ୍ୱାଦ ଓ ଆବେଗ ଯୋଗାଇବାର ସାମର୍ଥ୍ୟ ରଖେ। ଓଡ଼ିଶାର ମାଟି, ପାଣି, ପବନ ସହିତ ଏକାତ୍ମ ଏ ଗାଳ୍ପିକଙ୍କ ଗଳ୍ପରେ ରୂପାୟିତ ସ୍ଥାନ ଓ ଘଟଣା ଏବଂ ଚରିତ୍ରସବୁ ନିହାତି ଚିହ୍ନାଚିହ୍ନା ଲାଗନ୍ତି। ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକରେ ଭିନ୍ନଭିନ୍ନ ପରିବେଶ ଓ ପରିସ୍ଥିତିର ଜଣେଜଣେ ଅର୍ଦ୍ଧାଙ୍ଗିନୀଙ୍କୁ ଭେଟିବେ ପାଠକେ ଏବଂ ଅନୁଭବ କରିପାରିବେ ଲେଖକଙ୍କ ଅକୃତ୍ରିମ ଓ ଅନନ୍ୟ ଅନୁଧ୍ୟାନର ଅପୂର୍ବ ଅନ୍ଦାଜ୍‍କୁ।©2021 Storyside IN (P)2021 Storyside IN Genre Fiction Literary Fiction
No reviews yet