Durdina Audiobook By ଜଗଦୀଶ ମହାନ୍ତି cover art

Durdina

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Durdina

By: ଜଗଦୀଶ ମହାନ୍ତି
Narrated by: ବିକ୍ରମ କେଶରୀ ଜେନା
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $6.27

Buy for $6.27

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ଆମେ ଚିହ୍ନିଛୁ କି ଆମର ସ୍ୱଦେଶକୁ? ଓଡିଶାକୁ? ମା' ମାଟିକୁ? ଏଇ ଉପନ୍ୟାସରେ ଆପଣ ଏମିତି ଏକ ମାଟିକୁ ଭେଟିବେ, ଯାହା ଆମର ଆଜନ୍ମ ପରିଚିତ! କିନ୍ତୁ ସତରେ ପରିଚିତ କି? ତା ଭିତରେ ଲୁଚି ରହିଥିବା ଆଉଗୋଟିଏ ଦେଶ - ସେ ଦେଶ ଆମର କି? ଶେଷରେ ଆପଣ ସେମିତି ଏକ ଜାଗାରେ ପହଂଚିବେ, ଯେଉଁଠି ବିସ୍ମିତ ହୋଇ ନିଜକୁ ପଚାରିବେ - ଏତେ କୁତ୍ସିତ ଆମ ପ୍ରିୟ ସ୍ୱଦେଶ? ବ୍ୟକ୍ତି ଓ ରାଷ୍ଟ୍ରର ସଂଘର୍ଷ ଭିତରେ ଗଢି ଉଠିଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ନିଶ୍ଚିତ ଭାବେ ଆପଣଙ୍କୁ ଉପଲବ୍ଧିର ଅନ୍ୟଏକ ରାଜ୍ୟକୁ ନେଇଯିବ! ଶୁଣନ୍ତୁ ପ୍ରଖ୍ୟାତ କଥାକାର ଜଗଦୀଶ ମହାନ୍ତିଙ୍କ ଏହି ଉପନ୍ୟାସ, ବିଶିଷ୍ଟ ଉପସ୍ଥାପକ ବସନ୍ତ ମହାନ୍ତିଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet