Kishor Kanti Audiobook By କାହ୍ନୁଚରଣ ପାଣିଗ୍ରାହୀ cover art

Kishor Kanti

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Kishor Kanti

By: କାହ୍ନୁଚରଣ ପାଣିଗ୍ରାହୀ
Narrated by: କରୁଣାକର
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $6.27

Buy for $6.27

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
କାହ୍ନୁଚରଣ ପାଣିଗ୍ରାହୀ ଓଡ଼ିଆ ଶିଶୁସାହିତ୍ୟ ଜଗତରେ ବେଶ ଜଣାଶୁଣା। ପେସାରେ ଶିକ୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ଓଡ଼ିଶାର ଶିଶୁମାନଙ୍କର ବୌଦ୍ଧିକ ଓ ଆବେଗିକ ବିକାଶ ପାଇଁ ନିଜର ଲେଖନୀ ଚାଳନା କରିଆସୁଛନ୍ତି। ଆମ ପିଲାମାନଙ୍କ ଭିତରେ ସାମାଜିକ ପ୍ରତିବଦ୍ଧତା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ଆଣିବା ତାଙ୍କ କବିତାର ମୂଳ ମନ୍ତ୍ର। 'ସଂସାର', 'ଶିଶୁ ରାଇଜ', 'ମୀନାବଜାର', 'ଶିଶୁଲେଖା' ଆଦି ସମ୍ଭାନ୍ତ ପତ୍ରପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇ ଆଦୃତ ଏବଂ ଆକାଶବାଣୀ କଟକଙ୍କ ସୌଜନ୍ୟରୁ ପ୍ରସାରିତ। ଶ୍ରୀ ପାଣିଗ୍ରାହୀଙ୍କ ରଚିତ 'ଟିକି ନାଆ', 'ଚୂନାଚୂନା ସୁନାଫୁଲ' ପୁସ୍ତକମାନଙ୍କ ପରି 'କିଶୋର କାନ୍ତି' ଆମ ପିଲାମାନଙ୍କ ପାଇଁ ଆଉ ଏକ ରୋଚକ ଉପହାର।©2021 Storyside IN (P)2021 Storyside IN Literature & Fiction
No reviews yet