Kunakuninka Gapabahi Audiobook By ସୁଚିତ୍ରା ପାଣିଗ୍ରାହୀ cover art

Kunakuninka Gapabahi

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Kunakuninka Gapabahi

By: ସୁଚିତ୍ରା ପାଣିଗ୍ରାହୀ
Narrated by: କରୁଣାକର
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $6.27

Buy for $6.27

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ସମକାଳୀନ ଓଡ଼ିଆ କବିତାରେ ସୁଖ୍ୟାତ ସୁଚିତ୍ରା ପାଣିଗ୍ରାହୀ ଜଣେ ମନନଶୀଳ ଶିଶୁସାହିତ୍ୟିକା ଭାବେ ମଧ୍ୟ ସୁପରିଚିତା। ସହଜ ଭାବ ଓ ସରଳ ଭାଷାରେ ସ୍କୁଲପଢ଼ୁଆ ପିଲାଙ୍କ ପାଇଁ ଶିକ୍ଷଣୀୟ ଓ ମନୋରଂଜନଧର୍ମୀ କାହାଣୀ ରଚିବାରେ ରହିଛି ତାଙ୍କର ବିଶେଷ ଦକ୍ଷତା। ଶିଶୁକବିତା ସଂକଳନ 'କୁନାକୁନିଙ୍କ ଗୀତବହି' ଓ ଗଳ୍ପ ସଂକଳନ 'ଉଠା ପଞ୍ଜୁରି' ପରେ 'କୁନାକୁନିଙ୍କ ଗପବହି' ଏ ଦିଗରେ ତାଙ୍କର ତୃତୀୟ ପ୍ରୟାସ। ଚନ୍ଦନ ବନର ଛାଇ, କଥା ଅଛି, ହାତମୁଠାର ଛବି, ଖୋଜୁଚି, ଏତେ ଅଭିମାନ ଭଲନୁହେଁ, ମନମୂର୍ଚ୍ଛନା ଆଦି କବିତା ସଂକଳନର ସ୍ରଷ୍ଟାଭାବେ ସେ ପାଇଛନ୍ତି ଯଥେଷ୍ଟ ପାଠକୀୟ ସ୍ୱୀକୃତି ଓ ସମ୍ମାନ। ଏଥିସହିତ 'ପିଲାମନ ବୁଝେ ମା' ଶିଶୁ ମନସ୍ତତ୍ତ୍ୱ ଆଧାରିତ ଫିଚର ସଂକଳନର ମଧ୍ୟ ସେ ଲେଖିକା। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଅରୁଣ କମଲଙ୍କ 'ନୟି ଇଲାକେ ମେ' ଏବଂ ବୀରେନ୍‍ ଡଙ୍ଗୱାଲ୍‍ଙ୍କ 'ଦୁଶ୍ଚକ୍ର ମେ ସ୍ରଷ୍ଟା'ର ସଫଳ ଅନୁବାଦ ମଧ୍ୟ ସେ କରିଛନ୍ତି। 'କୁନାକୁନିଙ୍କ ଗପବହି'ରେ ଶୁଣନ୍ତୁ ଜଣାଶୁଣା କଣ୍ଠଶିଳ୍ପୀ କରୁଣାକରଙ୍କ ସ୍ୱରରେ କିଛି ମଜାଦାର ଶିଶୁକିଶୋର ଗପ...©2021 Storyside IN (P)2021 Storyside IN Anthologies & Short Stories Literature & Fiction Short Stories
No reviews yet