Nathuram Nathi Audiobook By ଡ. ବିବୁଧରଞ୍ଜନ cover art

Nathuram Nathi

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Nathuram Nathi

By: ଡ. ବିବୁଧରଞ୍ଜନ
Narrated by: ମୋହନ୍‍ ମଜୀଠୀଆ
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $12.54

Buy for $12.54

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ଭାରତ ଇତିହାସର ପ୍ରତିଟି ପୃଷ୍ଠାରେ ନାଥୁରାମ ଚିତ୍ରିତ ହୋଇଛନ୍ତି ଜଣେ ଘୃଣ୍ୟ ହତ୍ୟାକାରୀ ଭାବରେ! ଗାନ୍ଧୀ ହତ୍ୟାର ମାଷ୍ଟରମାଇଣ୍ଡ ନାରାୟଣ ଆପ୍ତେ ବି ଆଜି ଅତୀତ ଗର୍ଭରେ ବିସ୍ମୃତ! ସ୍ଵାଧୀନୋତ୍ତର ଭାରତବର୍ଷର ବଂଶଧରମାନଙ୍କ ପାଇଁ ସେ ଦୁହିଁଙ୍କର କୌଣସି ମୂଲ୍ୟ ନାହିଁ; ମହତ୍ୱ ବି ନାହିଁ! ତଥାପି ଅତୀତର ପାଉଁଶ ତଳୁ ନାଥୁରାମଙ୍କ ବିଦ୍ରୋହୀ ଆତ୍ମା ବହୁ ସମୟରେ ମୁଣ୍ଡ କାଢି ଆଖିମିଟିକା ମାରେ! କାହିଁକି ସେ ହତ୍ୟା କଲେ ଗାନ୍ଧୀଙ୍କ ପରି ଜଣେ ମହାତ୍ମାଙ୍କୁ? ଏଭଳି ଦୁଃସାହସ ପଛର ଅସଲ ରହସ୍ୟ କଣ? ଏ ପ୍ରଶ୍ନ ଆଜିବି ଅନେକ ଭାରତୀୟଙ୍କ ଭିତରେ କଡ଼ ଲେଉଟାଏ...! ତାହେଲେ ଚାଲନ୍ତୁନା ଖୋଲିବା ନାଥୁରାମଙ୍କ ସେଇ ପରିତ୍ୟକ୍ତ ନଥିକୁ ପୁଣିଥରେ... ଜାଣିବା ଢାଙ୍କି ଦିଆଯାଇଥିବା ସେଇ ସତଟିକୁ...©2021 Storyside IN (P)2021 Storyside IN Asia
No reviews yet