Prachina Sabhyata Kahani - Greece Audiobook By ଶରତ କୁମାର ମହାନ୍ତି cover art

Prachina Sabhyata Kahani - Greece

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Prachina Sabhyata Kahani - Greece

By: ଶରତ କୁମାର ମହାନ୍ତି
Narrated by: ସୁବ୍ରତ କୁମାର ପତି
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $25.08

Buy for $25.08

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଅନେକ ଛୋଟଛୋଟ ନଗରରାଷ୍ଟ୍ରଙ୍କୁ ନେଇ ଗଠିତ ପ୍ରାଚୀନ ଗ୍ରୀସକୁ ନେଇ ଏହି ତଥ୍ୟଭିତ୍ତିକ ପୁସ୍ତକଟି ରଚନା କରିଛନ୍ତି! ଏହି ଗ୍ରୀସରେ ହିଁ ଜନ୍ମ ନେଇଥିଲେ ମହାକବି ହୋମର, ଯାହାଙ୍କ ମହାକାବ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା! ଏହି ଗ୍ରୀସରେ ଅଛି ଅଲିମ୍ପିଆ ନଗର, ଯେଉଁଠାରୁ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା! ଗ୍ରୀକ ବୀରମାନଙ୍କ କାହାଣୀ ବା କାହାକୁ ଅଛପା! ଗ୍ରୀସର ସାହିତ୍ୟ, ଦର୍ଶନ, ଯୁଦ୍ଧ ସବୁକିଛି ସାରା ବିଶ୍ୱକୁ ପ୍ରଭାବିତ କରିଆସିଛି ଯୁଗଯୁଗ ଧରି! ତେବେ ଚାଲନ୍ତୁ ଶୁଣିବା ଶରତ କୁମାର ମହାନ୍ତିଙ୍କ ସନ୍ଧାନୀ ନଜରରେ ଗ୍ରୀସର କାହାଣୀ...©2021 Storyside IN (P)2021 Storyside IN Earth Sciences Physical Geography Science Social Sciences
No reviews yet