Prema Aprema Audiobook By ଜଗଦୀଶ ମହାନ୍ତି cover art

Prema Aprema

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Prema Aprema

By: ଜଗଦୀଶ ମହାନ୍ତି
Narrated by: ପ୍ରକାଶ ରାଉତ
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $12.54

Buy for $12.54

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ଜଗଦୀଶ ମହାନ୍ତି ଓଡ଼ିଆ କଥାସାହିତ୍ୟର ପରୀକ୍ଷାଗାରରେ ଜଣେ ନିଷ୍ଠାପର ବୈଜ୍ଞାନିକ। ନାନା ଖୋଳ୍‌ତାଡ୍‌, କସରତ୍‌, କାରିଗରୀରେ ଭରା ତାଙ୍କ ଗଳ୍ପର ଗମ୍ଭିରୀ ଘର। ବିଶେଷକରି ପ୍ରେମଗଳ୍ପ ରଚନାରେ ସେ ତାଙ୍କ ଅଦ୍ୱିତୀୟ ଅନୁଶୀଳନ ଓ ଶିଳ୍ପୀପ୍ରବଣତାର ପରିଚୟ ଦେଇଛନ୍ତି। 'ପ୍ରେମ ଅପ୍ରେମ' ବହିରେ ରହିଛି ଶ୍ରୀ ମହାନ୍ତିଙ୍କର କିଛି ପ୍ରତିନିଧିସ୍ଥାନୀୟ ପ୍ରେମଗଳ୍ପ, ଯାହା ପ୍ରେମଭୁକ୍ ପାଠକ ଓ ସାହିତ୍ୟପ୍ରେମୀଙ୍କୁ ପ୍ରେମମନସ୍କ କରିବାକୁ ବାଧ୍ୟ। ଏ ବହିର ସବୁଯାକ ଗଳ୍ପ ଆପଣଙ୍କୁ ଆଚ୍ଛନ୍ନ କରିରଖିବ - ଏଥିରେ ସନ୍ଦେହ ନାହିଁ।©2021 Storyside IN (P)2021 Storyside IN Romantic Suspense
No reviews yet