Prema Pahandi Audiobook By ସରୋଜ ବଳ cover art

Prema Pahandi

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Prema Pahandi

By: ସରୋଜ ବଳ
Narrated by: ବିଜୟଲକ୍ଷ୍ମୀ ପତ୍ରୀ
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $12.54

Buy for $12.54

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ସରୋଜ ବଳଙ୍କର କବିତାବହି ସଂଖ୍ୟା ଯଦିଓ ଅଧିକ, ଗଳ୍ପ କିନ୍ତୁ ତାଙ୍କର ପ୍ରଥମ ପ୍ରେମ। ତେବେ ଗଳ୍ପ ଭିତରେ କବିତାର ଛୁଙ୍କ ପାଠକମାନେ ବେଶ୍‍ ବାରିପାରନ୍ତି ତାଙ୍କର। 'ଶିଉଳି', 'ପାୱାରକଟ୍‍', 'ମିରର୍‍ ଇମେଜ୍‍' ଓ 'ସାତଦିନରେ ଗୋରାପଣ'- ଏହି ଚାରୋଟି ଗଳ୍ପ ସଂକଳନ ଭିତରୁ ଓ ବାହାରୁ କେତେଗୁଡ଼ିଏ ପ୍ରେମଗଳ୍ପକୁ ଏକାଠି କରି ଏ 'ପ୍ରେମ ପହଣ୍ଡି'ର ପରିକଳ୍ପନା। ଯେଉଁମାନେ ପ୍ରେମରେ ବିଫଳ, ସେମାନେ ଏ ଗଳ୍ପଗୁଡ଼ିକୁ ପଢ଼ି ପ୍ରେମହୀନତାରୁ ଟିକେ ତ୍ରାହି ପାଇପାରିବେ। ଏପରିକି ଯେଉଁମାନେ ସଫଳ, ସେମାନେ ବଂଚିଥିବା ପ୍ରେମକୁ ଆଉଥରେ ଭୋଗିବାର ଅବକାଶ ଅବଶ୍ୟ ପାଇବେ। ଶୁଣନ୍ତୁ କବି ବିଜୟଲକ୍ଷ୍ମୀ ପତ୍ରୀଙ୍କ ପ୍ରେମବତୁରା କଣ୍ଠରେ ସରୋଜ ବଳଙ୍କର କେତୋଟି ରୋମାଣ୍ଟିକ ଗଳ୍ପ...©2021 Storyside IN (P)2021 Storyside IN
No reviews yet