Sati Audiobook By ସଦାନନ୍ଦ ତ୍ରିପାଠୀ cover art

Sati

Preview
LIMITED TIME OFFER

3 months free
Try for $0.00
Offer ends July 31, 2025 at 11:59PM PT.
Pick 1 audiobook a month from our unmatched collection.
Listen all you want to thousands of included audiobooks, Originals, and podcasts.
Access exclusive sales and deals.
Premium Plus auto-renews for $14.95/mo after 3 months. Cancel anytime.

Sati

By: ସଦାନନ୍ଦ ତ୍ରିପାଠୀ
Narrated by: ନାରାୟଣ ମହାନ୍ତି
Try for $0.00

$0.00/mo. after 3 months. Offer ends July 31, 2025 at 11:59PM PT. Cancel anytime.

Buy for $12.54

Buy for $12.54

Confirm purchase
Pay using card ending in
By confirming your purchase, you agree to Audible's Conditions of Use, License, and Amazon's Privacy Notice. Taxes where applicable.
Cancel
ଜୀବନ ସ୍ପନ୍ଦନର କାହାଣୀ 'ସତୀ'। ଅନୁଭୂତିର ବର୍ଣ୍ଣନାରେ, ଚରିତ୍ରର ଉପସ୍ଥାପନାରେ ବିଶେଷତା ଯୋଗୁଁ 'ସତୀ' ପୁସ୍ତକଟି ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଅସାମାନ୍ୟ କ୍ଷମତା ଓ ପ୍ରତିଭାର ପରିଚୟ ଦିଏ। ପ୍ରଥମରୁ ବୁଝିହୁଏ ଗାଳ୍ପିକ ଗଳ୍ପ କହିଜାଣନ୍ତି ଏବଂ ସେ ଗଳ୍ପମାୟା ବି ବିଭ୍ରମ ନୁହେଁ। ତାହା ସମକାଳର ପ୍ରେକ୍ଷାପଟରେ ସ୍ଥାନିତ ଯେକୌଣସି ନାରୀ ପୁରୁଷର ଜୀବନ ସ୍ପନ୍ଦନ। 'ସତୀ'ର ପ୍ରତିଟି ଗଳ୍ପରେ ପ୍ରବାହିତ ଏକ ଶାଣିତ ଅଥଚ ମଧୁର ବ୍ୟଙ୍ଗର ଧାରା, ଯାହା ପାଠକର ଚେତନାକୁ ସ୍ପର୍ଶ କରେ, ଉଦବେଳିତ କରେ, ମାତ୍ର ମୋଟେ ପୀଡ଼ିତ କରେନା। ସମକାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତିତ ପରିସ୍ଥିତିରେ ମଣିଷର ନୈତିକ ଅଧଃପତନ, ଅସହାୟତା, ଦୈନ୍ୟ, ଭୀରୁତା, ବ୍ୟର୍ଥତା, ବିଷାଦ ଓ ବେଦନାର ଚିତ୍ର କାହାଣୀଗୁଡ଼ିକରେ ସ୍ୱାଭାବିକ, ବାସ୍ତବ, ବଳିଷ୍ଠ ଓ ବର୍ଣ୍ଣମୟ।©2021 Storyside IN (P)2021 Storyside IN Genre Fiction Literary Fiction
No reviews yet